Okebiz Video Search



Title:ଓଡ଼ିଶୀ ସଙ୍ଗୀତର ଧାରା - ଗୁରୁ ରାମହରି ଦାସ | An Introduction to Odissi Music - Guru Ramhari Das
Duration:24:00
Viewed:2,271
Published:04-09-2020
Source:Youtube

#OdissiMusic#OdissiDance#OdishaCulture

L I K E || S H A R E || S U B S C R I B E

“ଓଡ଼ିଶୀ ସଙ୍ଗୀତର ଧାରା ଅନ୍ୟ ଭାରତୀୟ ସଙ୍ଗୀତଠାରୁ ଭିନ୍ନ। ଓଡ଼ିଶୀ ନୃତ୍ୟର ଆତ୍ମା ହେଉଛି ଓଡ଼ିଶୀ ସଙ୍ଗୀତ। ତେଣୁ ଆମ ଭାଷା ଓ ନୃତ୍ୟ ଯେତେବେଳେ ଶାସ୍ତ୍ରୀୟ ମାନ୍ୟତା ପାଇଛି, ଆମ ସଙ୍ଗୀତ ଶାସ୍ତ୍ରୀୟ ମାନ୍ୟତା ପାଇବାର ସବୁ ଯୋଗ୍ୟତା ରଖିଛି’’

ଭାରତରେ ୮ଟି ଶାସ୍ତ୍ରୀୟ ନୃତ୍ୟ ଧାରା ରହିଛି। ତା’ ଭିତରେ ଗୋଟିଏ ଲୋକପ୍ରିୟ ତଥା ସୁଲଳିତ ନୃତ୍ୟ ଧାରା ହେଉଛି ଆମ ଓଡ଼ିଶୀ ନୃତ୍ୟ। ଓଡ଼ିଶୀ ନୃତ୍ୟର ଆତ୍ମା ହେଉଛି ଓଡ଼ିଶୀ ସଙ୍ଗୀତ। ଓଡ଼ିଶୀ ସଙ୍ଗୀତ ଅତ୍ୟନ୍ତ ମଧୁର ଏବଂ ଶୃଙ୍ଖଳିତ ଭାବେ ପରିବେଷିତ। ଏହି ସଙ୍ଗୀତର ଧାରା ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତଠାରୁ ସ୍ଵତନ୍ତ୍ର। ଓଡ଼ିଶୀ ସଙ୍ଗୀତ ଲାଗି ବଡ଼ ଖୋରାକ ହୋଇଛି ଆମର ଶାସ୍ତ୍ରୀୟ ସାହିତ୍ୟ। କବି ସମ୍ରାଟଙ୍କ ଛାନ୍ଦ ଓ ଚମ୍ପୂଠାରୁ ଜୟଦେବଙ୍କ ଗୀତଗୋବିନ୍ଦ ଓଡ଼ିଶୀ ସଙ୍ଗୀତକୁ ଏକ ସ୍ଵତନ୍ତ୍ର ପରିଚୟ ଦେଇପାରିଛି ବୋଲି କହିଛନ୍ତି ଓଡ଼ିଶୀ ସଙ୍ଗୀତର ଜଣେ ଜଣାଶୁଣା ଗୁରୁ ଓ ଓଡ଼ିଶାର ପରିଚିତ ଗାୟକ ଗୁରୁ ରାମହରି ଦାସ।

News Website: https://www.odisha.live
Facebook: https://www.facebook.com/odishalive
Youtube: https://www.youtube.com/odishalive
Twitter: https://www.twitter.com/odishalive
Instagram: https://www.instagram.com/odishalive

Click the 'bell' icon and Subscribe!

The Event/production is a creation of OdishaLIVE.
For always being informed, and entertained find us here:

---
An OdishaLIVE Web Production.
www.odisha.live

(A Web Initiative of Academy for Media Learning Private Limited)
M-6, Samanta Vihar, Near Kalinga Hospital,
Bhubaneswar-751017 (Odisha).

Email: rath.nilambar@gmail.com
Tel: +91-674-2303311

Produced and broadcast in public interest.

Copyright Statement: All rights reserved 'Academy for Media Learning Private Limited'. This content is available for mass viewing only through this platform or through any other platform as presented by Academy for Media Learning Private Limited from time to time. Any unauthorised download of this content for any personal or commercial use is restricted. Unauthorised use of the content or any part of the same for mass viewing or broadcast or use in other productions without written permission of the producer is illegal and may violate copyright laws.

SHARE TO YOUR FRIENDS


Download Server 1


DOWNLOAD MP4

Download Server 2


DOWNLOAD MP4

Alternative Download :



SPONSORED
Loading...
RELATED VIDEOS
ଓଡିଶୀ ସଂଗୀତ ପାଠଶାଳା / ଭାଗ-୧ / ଗୁରୁ ରାମହରି ଦାସ / ଓଡିଶୀ ସଂଗୀତ ll ଓଡିଶୀ ଗୁରୁକୁଳ ଓଡିଶୀ ସଂଗୀତ ପାଠଶା...
26:37 | 18
Odisha: Interview of Odissi Music Guru Odisha: Interview of Odissi Music Guru
06:53 | 216
Mo Kanthe Jagannath - Ramahari Das (Part - 05) Mo Kanthe Jagannath - Ramahari Das (Part - 05)
09:23 | 54
Pancha Sakha Ep 106 | ଯଶୋବନ୍ତ ଦାସଙ୍କ ଅଲୌକିକ ଘଟଣା | Miracle By Jasobanta Das Pancha Sakha Ep 106 | ଯଶୋବନ୍ତ ଦ...
22:46 | 256
ACP Worship Online 24 January 2021 ACP Worship Online 24 January 2021
01:44 | 151
Kenneth E Hagin   The Believer's Authority   02   Excercising Our Authority 110188 Kenneth E Hagin The Believer's Authority 02...
06:57 | 25,829
Ramahari Das, Subash Das, Namrata Das on Being Bachelor | Awareness Talk Show | Utha Jago Odisha Ramahari Das, Subash Das, Namrata Das on Being ...
16:08 | 394
Tarke Bahudura Ep 74 | ଗୁରୁ ଦ୍ରୋଣ ନିଃସ୍ୱାର୍ଥପର ଗୁରୁ  ନା ପକ୍ଷପାତୀ | Tarke Bahudura Ep 74 | ଗୁରୁ ଦ୍ର...
21:13 | 103


coinpayu