Okebiz Video Search



Title:‘ଓଡ଼ିଶାରେ ଗାନ୍ଧିଜୀ’ ପ୍ରାମାଣିକ ଚଳଚ୍ଚିତ୍ର | ' Odisha re GANDHIJI ' a Documentary Film
Duration:57:06
Viewed:911
Published:03-10-2020
Source:Youtube

#MahatmaGandi #GandhiJayanti #GandhijiInOdisha

L I K E || S H A R E || S U B S C R I B E

ଗାନ୍ଧିଜୀଙ୍କ ପାଇଁ ଓଡ଼ିଶା ଥିଲା ଏକ ପ୍ରୟୋଗଶାଳା। ସେ ଏଠାକୁ ୮ ଥର ଗସ୍ତରେ ଆସିଛନ୍ତି। ୧୯୨୧ରେ ପ୍ରଥମଥର ଓଡ଼ିଶା ମାଟିରେ ପାଦ ଦେଇଥିଲେ ଗାନ୍ଧିଜୀ। ସେବେଠାରୁ ରାଜନୈତିକ, ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଓଡ଼ିଶାର ଲୋକଙ୍କୁ ଜାତୀୟ ଧାରାରେ ସାମିଲ କରାଇବାରେ ଗାନ୍ଧିଜୀ ଅଗ୍ରଣୀ ଭୂମିକା ନେଇଥିଲେ। ଓଡ଼ିଶାରେ ସ୍ୱଚ୍ଛତା, ଅସ୍ପୃଶ୍ୟତା ନିବାରଣ, କୁଟୀର ଶିଳ୍ପ ଅଭିବୃଦ୍ଧି ଓ ମହିଳା ସଶକ୍ତୀକରଣକୁ ସେ ଅଗ୍ରାଧିକାର ଦେଇଥିଲେ। ଓଡ଼ିଶାରୁ ହିଁ ପ୍ରଥମେ ସେ ହରିଜନ ପଦଯାତ୍ରା ଆରମ୍ଭ କରିଥିଲେ। ଓଡ଼ିଶାକୁ ଆସି ଆଣ୍ଠୁ ଲୁଚୁ ନ ଥିବା ଲୁଗା ପିନ୍ଧିବା ଆରମ୍ଭ କରିଥିଲେ ଗାନ୍ଧିଜୀ। ଓଡ଼ିଶାର ଦୁର୍ଭିକ୍ଷକୁ ପାଖରୁ ଦେଖିଛନ୍ତି ସେ।

ଏକଦା ମଧୁବାବୁ ତଳସ୍ତରର ଲୋକଙ୍କୁ ଆଣି ନିଜ ଟ୍ୟାନେରିରେ କୁଶଳୀ କାରିଗର ଭାବେ କାମ ଦେଇଥିଲେ। ତାଙ୍କର ଧାରଣା ଥିଲା ତଳସ୍ତରରର ଲୋକେ ଆର୍ଥିକ ସ୍ୱଚ୍ଛଳ ହୋଇପାରିଲେ ହିଁ ସେମାନଙ୍କ ପ୍ରତି ସମାଜର ଅସ୍ପୃଶ୍ୟ ବିଚାର ଲୋପ ପାଇବ। ଦେଶରେ ଅସ୍ପୃଶ୍ୟତା ନିବାରଣ ଓ କୁଟୀର ଶିଳ୍ପକୁ ଆଗକୁ ନେବା ଅଭିଯାନରେ ସାରଥୀ ସାଜିଥିବା ଗାନ୍ଧୀଙ୍କୁ ମଧୁବାବୁଙ୍କର ଏହି ଦୁଇଟି କଥା ଅନେକ ପ୍ରେରଣା ଦେଇଥିଲା।

୧୯୨୧ରୁ ୧୯୪୬ ମସିହା ଭିତରେ ଗାନ୍ଧୀ ଅନେକଥର ଓଡ଼ିଶା ଆସିଛନ୍ତି। ଏହି ଗସ୍ତ ସମୟରେ ଓଡ଼ିଶାର ସାମାଜିକ ଜୀବନ ତାଙ୍କୁ ବହୁ ଭାବରେ ପ୍ରଭାବିତ କରିଥିଲା। ମଧୁସୂଦନ ଦାସ, ଗୋପବନ୍ଧୁ ଦାଶଙ୍କ ଭଳି ଏ ମାଟିର ବରପୁତ୍ରମାନେ ଗାନ୍ଧିଜୀଙ୍କ ଭାବନାକୁ ମଧ୍ୟ ନୂଆ ଦିଶା ଦେଇଥିଲେ। ଓଡ଼ିଶାରେ ଗାନ୍ଧୀ ମହାତ୍ମାଙ୍କ ସେଇସବୁ ରହଣି, ସଭା, ବିଭିନ୍ନ ଗସ୍ତର ଅନେକ ଅଜଣା ତଥ୍ୟକୁ ନେଇ ଏହି ପ୍ରାମାଣିତ ଚଳଚ୍ଚିତ୍ର ପ୍ରସ୍ତୁତ କରିଛି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ।

News Website: https://www.odisha.live
Facebook: https://www.facebook.com/odishalive
Youtube: https://www.youtube.com/odishalive
Twitter: https://www.twitter.com/odishalive
Instagram: https://www.instagram.com/odishalive

Click the 'bell' icon and Subscribe!

The Event/production is a creation of OdishaLIVE.
For always being informed, and entertained find us here:

---
An OdishaLIVE Web Production.
www.odisha.live

(A Web Initiative of Academy for Media Learning Private Limited)
M-6, Samanta Vihar, Near Kalinga Hospital,
Bhubaneswar-751017 (Odisha).

Email: rath.nilambar@gmail.com
Tel: +91-674-2303311

Produced and broadcast in public interest.

Copyright Statement: All rights reserved 'Academy for Media Learning Private Limited'. This content is available for mass viewing only through this platform or through any other platform as presented by Academy for Media Learning Private Limited from time to time. Any unauthorised download of this content for any personal or commercial use is restricted. Unauthorised use of the content or any part of the same for mass viewing or broadcast or use in other productions without written permission of the producer is illegal and may violate copyright laws.

SHARE TO YOUR FRIENDS


Download Server 1


DOWNLOAD MP4

Download Server 2


DOWNLOAD MP4

Alternative Download :



SPONSORED
Loading...
RELATED VIDEOS
ବିବାହା ବିଚ୍ଛେଦ ବିନା ଅଲଗା ରହିବା ସମ୍ଭବକି | Law ବିବାହା ବିଚ୍ଛେଦ ବି...
14:30 | 26,622
COBRA GYPSIES - full documentary COBRA GYPSIES - full documentary
52:33 | 26,237,533
A train ride into Japan's past | DW Documentary A train ride into Japan's past | DW Documentary
42:26 | 271,335
Zookeeper Zookeeper
41:51 | 0
Dances with Wolves Dances with Wolves
01:05 | 0
VAN LIFE 🚐 6 Weeks California Road Trip (SEASON FINALE 🍿) VAN LIFE 🚐 6 Weeks California Road Trip (SEA...
19:27 | 79,949
The Bible The Bible
54:51 | 0
ଶନିଦେବ ୪ ଜଣ ପାଣ୍ଡବଙ୍କୁ ବନ୍ଦୀ କଲା ପରେ ଯୁଧିଷ୍ଠିର ଦେଲେ ପ୍ରଶ୍ନର ଉତ୍ତର | ଆମ ପୁରାଣ କଥା | EP-22 #Dtvodia ଶନିଦେବ ୪ ଜଣ ପାଣ୍ଡ...
16:04 | 213


coinpayu